ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରା ବେନ ନିକଟକୁ ଚିଠି ଲେଖିଛନ୍ତି ବ୍ରିଟେନ୍ର ବ୍ରେଡଫୋର୍ଡ ସହରର ଶିଖ୍ ଆସୋସିଏସନର ସଦସ୍ୟମାନେ । ତେବେ ବ୍ରିଟିଶ୍ ଏଜୁକେସନ ଆଣ୍ଡ କଲ୍ଚର ଆସୋସିଏସନ ଅଫ ଶିଖ୍ ସେପ୍ଟେମ୍ବର ୧୪ରେ ଲେଖିଥିବା ଚିଠିରେ କହିଛନ୍ତି, କୃଷକ ଆନ୍ଦୋଳନକୁ ନେଇ କିଛି ଲୋକ ପଞ୍ଜାବର ମାଆ ମାନଙ୍କୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି। ଏମିତି ହେବା ଉଚିତ୍ ନୁହେଁ, ଆପଣଙ୍କୁ ନିଜ ପୁଅ ସହିତ ଏହି ବିଷୟରେ କଥା ହେବା ଉଚିତ୍।



Visitors Today : 4
Total Visitors : 130445
Total Views : 9891981
Visitors Online Now : 0