spot_img

କ’ଣ ଶସ୍ତା, କ’ଣ ମହଙ୍ଗା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ସଂସଦରେ ଚଳିତ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ଦଶନ୍ଧିର ପ୍ରଥମ ପେପରଲେସ ବଜେଟ ଉପସ୍ଥାପନ ହୋଇଛି। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଉପସ୍ଥାପନ କରୁଥିବା ୨୦୨୧-୨୨ ବଜେଟ ଭଳି ବଜେଟ୍କୁ ‘ପୂର୍ବରୁ କେବେ ଉସ୍ଥାପିତ ହୋଇ ନ ଥିବା କିମ୍ବା ‘ମିନି ବଜେଟସ’ ବୋଲି କୁହାଯାଉଛି। ବଜେଟରେ ବିଭିନ୍ନ କ୍ଷେତ୍ର ପାଇଁ ବ୍ୟାପକ ପ୍ୟାକେଜ ମଧ୍ୟ ଘୋଷଣା ହୋଇଛି। ତେବେ ଚଳିତ ବର୍ଷର ବଜେଟରେ କ’ଣ ଶସ୍ତା ହୋଇଛି ଆଉ କ’ଣ ମହଙ୍ଗା, ଆସନ୍ତୁ ଜାଣିବା
ମହଙ୍ଗା:- ବିଦ୍ୟୁତ ଉପକରଣ, ମୋବାଇଲ ଫୋନ, ମୋବାଇଲ ଚାର୍ଜର, ରତ୍ନ ପଥର, ସୋଲାର ଇନଭର୍ଟର, କଟନ୍ ପୋଷାକ, ସିଲ୍କ ପୋଷାକ, ବିଦେଶୀ ଅଟୋ ପାର୍ଟସ, ବିଦେଶୀ ଖାଦ୍ୟ ତୈଳ, ପେଟ୍ରୋଲ ଓ ଡିଜେଲ
ଶସ୍ତା:- ଲୁହା, ଷ୍ଟିଲ, ନାଇଲନ ପୋଷାକ, ତମ୍ବା, ବୀମା, ଜୋତା, ସୋଲାର ଲଣ୍ଠନ, କପର ସ୍କ୍ରାପ, ସୁନ, ରୁପା

LEAVE A REPLY

Please enter your comment!
Please enter your name here

- Advertisment -

Most Popular