ସମ୍ବଲପୁର : ସିଲ ହେଲା ସମ୍ବଲପୁର ବୁର୍ଲା ଥାନା । ଦୁଇ ଜଣ ପୋଲିସ କର୍ମଚାରୀ କରୋନା ପୋଜିଟିଭ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ପୋଲିସ ପ୍ରଶାସନ । ତେବେ ଆସନ୍ତା ୫ଟି ଦିନ ପାଇଁ ଥାନାକୁ ସିଲ କରାଯିବା ସହ ସାନିଟାଇଜ କରାଯାଇଛି । ସେହିପରି ଥାନାକୁ କରୋନା ପଜିଟିଭ ଚିହ୍ନଟ ହେବା ସହ ଥାନାର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟିାଇନକୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆଉ କେଉଁ ମାନେ ଆସିଛନ୍ତି । ସେନେଇ କଣ୍ଟାକ୍ଟ ଟ୍ରେସଂ ଜାରି ରହିଛି । ସମ୍ପୃକ୍ତ କର୍ମଚାରୀଙ୍କ ରିପୋର୍ଟ ଗତକାଲି ପଜିଟିଭ ଆସିଛି । ଥାନା ସିଲ ଥିବାରୁ ବାହାରେ କାମ ଚାଲିଛି । ସଂକ୍ରମିତ ଦୁଇ ଜଣ ପୋଲିସ କନେଷ୍ଟେବଳ ବୋଲି ଜଣାପଡ଼ିଛିି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0