spot_img

ଭାରସାମ୍ୟ ହରାଇ ବସକୁ ଧକ୍କା ଦେଲା କାର

ଭଦ୍ରକ : ଭାରସାମ୍ୟ ହରାଇ ବସକୁ ପିଟିଲା କାର । ଭଦ୍ରକ ଜିଲ୍ଲା ଆରଡି ବସଷ୍ଟାଣ୍ଡରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଭଦ୍ରକରୁ ଆଖଣ୍ଡମଣି ଅଭିମୁଖେ ଆସୁଥିବା ଏକ କାର ଭାରସାମ୍ୟ ହରାଇ ୨ଟି ବସକୁ ପିଟିଥିଲା । ଏହାଫଳରେ କାର ଚାଳକ ଗୁରୁତର ହୋଇପଡିଥିଲେ। ଖବର ପାଇ ଆରଡି ଥାନା ପୋଲିସ କାରକୁ ଜବତ କରିବା ସହ ଗୁରୁତର ଚାଳକଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular