spot_img

ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ

କଟକ: କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଗତିରାଉତପାଟଣା ନିକଟରେ ଅଟୋକୁ ଯାତ୍ରୀବାହୀ ବସ୍ ଧକ୍କା । ଏକ ଅଟୋକୁ ଯାତ୍ରୀବାହୀ ବସ୍ ଧକ୍କା ଦେବାରୁ ଜଣେ ପ୍ରାଣ ହରାଇଛନ୍ତି । ରବିବାର ସକାଳେ ରତିରାଉତ ପାଟଣା ଦେଇ ଏକ ବସ ଯାଉଥିଲା । ଏହି ସମୟରେ ବସଟି ଏକ ଅଟୋକୁ ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହାସହ ଅଟୋରେ ବସିଥିବା ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି ।   ପୋଲିସ ଘଟଣାସ୍ଥରେ ପହଁଚି ତଦନ୍ତ ଆରମ୍ଭ କରିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular