ମାଲକାନଗିରି: ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତାକାର । ମାଲକାନଗିରି ସ୍ଥିତ ଏମଭି ୧୬ ଗାଁ ନିକଟରେ ଥିବା ୩୨୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏଭଳି ଘଟଣା । କାରଟି ସମ୍ପୁର୍ଣ୍ଣ ଜଳି ଯାଇଥିବା ବେଳେ ଗଞ୍ଜେଇ ବି ଜଳି ପୋଡି ପାଉଁଶ ହୋଇଯାଇଛି । ତେବେ ବଞ୍ଚିଯାଇଥିବା କିଛି ଗଞ୍ଜେଇରୁ ଜଣାପଡିଛି ଯେ ଏହି କାରରେ ଗଞ୍ଜେଇ ଚୋରାଚାଲାଣ ହେଉଥିଲା । ତେବେ ନିଆଁ ଲାଗିବା ପରେ କାରରେ ଯାଉଥିବା ଲୋକେ କାରକୁ ଛାଡି ଫେରାର ହୋଇଯାଇଥିଲେ ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0