ଭୁବନେଶ୍ୱର () ପୂର୍ବତନ ମନ୍ତ୍ରୀଙ୍କ ଘରେ ସିବିଆଇ ଟିମ୍ । ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ଟିମ୍ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ସି-ସୋର ଚିଟ୍ଫଣ୍ଡ ଲିଙ୍କ୍ ମାମଲାରେ ଦେବୀ ମିଶ୍ରଙ୍କ ଘରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ଦେବୀ ମିଶ୍ରଙ୍କ ଏକ ନମ୍ବର ସ୍ଥିତ ସରକାରୀ ବାସଭବନରେ, ଆଠଗଡ ସ୍ଥିତ ନିଜସ୍ବ ଘର ଏବଂ ପଟିଆରେ ଥିବା ତାଙ୍କ ଭାଇଙ୍କ ଘରେ ରେଡ୍ ଜାରି ରହିଛି ।

ସିବିଆଇର ୭ଜଣିଆ ଟିମ୍ ପକ୍ଷରୁ ଛାନ୍ଭିନ୍ ଜାରି ରହିଛି । ସୂଚନା ଯୋଗ୍ୟ ସି-ସୋର ଗ୍ରୁପ ପ୍ରାୟ ୫୦୦କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ରହିଛି । ଯାହାର ତଦନ୍ତ ୨୦୧୪ ମସିହାରୁ ଏହି ଠକେଇ ମାମଲାରେ ତଦନ୍ତ କରୁଛି ସିବିଆଇ । ପୁର୍ବରୁ ଦେବୀ ମିଶ୍ରଙ୍କ ଦୁଇ ସହଯୋଗୀ ପ୍ରଫୁଲ ସିଂହ ଓ ଦିଲ୍ଲୀପ ମିଶ୍ରଙ୍କୁ ଜେରା କରିଥିଲା ସିବିଆଇ । ଚିଟଫଣ୍ତ ଲିଙ୍କରେ ରେଡ ହୋଇଥିବା ସୁଚନା



Visitors Today : 6
Total Visitors : 130175
Total Views : 9891622
Visitors Online Now : 0