spot_img

ସେଣ୍ଟ୍ରାଲ ରେଲୱେରେ ନିଯୁକ୍ତି ଜାରି, ଜଲଦି କରନ୍ତୁ ଆବେଦନ

ରେଳ ବିଭାଗରେ ନିଯୁକ୍ତି ପାଇଁ ବାରମ୍ବାର ବିଜ୍ଞପ୍ତି ପ୍ରକାଶ ପାଉଛି । ଯାହାଦ୍ୱାରା ଲକ୍ଷ ଲକ୍ଷ ସଂଖ୍ୟାରେ ଆବେଦନ ମଧ୍ୟ କରାଯାଉଛି । ଏନେଇ ଯେଉଁ ଆବଦେନକାରୀ ରେଳ ବିଭାଗରେ ଚାକିରି ପାଇବା ପାଇଁ ଇଛା ରଖିଛନ୍ତି ସେହି ଆବେଦନକାରୀଙ୍କୁ ସାକ୍ଷାତକାରରେ ସାମିଲ ହେବାକୁ ପଡିବ ।

ଜରୁରୀ ତାରିଖ:

ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ: ୦୮ ଜୁଲାଇ ୨୦୨୦

ଆବେଦନ ପତ୍ର ଜମା କରିବାର ଶେଷ ତାରିଖ: ୨୦ ଜୁଲାଇ ୨୦୨୦

cityଶିକ୍ଷାଗତ ଯୋଗ୍ୟତା:

ଏହି ପଦବୀରେ ଆବେଦନ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତା ପଦବୀ ଅନୁଯାୟୀ ଭିନ୍ନ-ଭିନ୍ନ ନିର୍ଦ୍ଧାରିତ କରାଯାଇଛି ।

ପଦବୀ ନାମ ଏବଂ ପଦ ସଂଖ୍ୟା:

ସ୍ପେସିୟାଲିଷ୍ଟ: ୧୨ ପଦ

ସିଏମପି/ ଜିଡିଏମଓ: ୩୬ ପଦ

ହେଲ୍ଥ ଏବଂ ମଲେରିଆ ଇସ୍ପେକ୍ଟର: ୬ ପଦ

ଫାର୍ମାସିଷ୍ଟ: ୬ ପଦ

railway_ବୟସ ସୀମା:

ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ନୁ୍ୟନତମ ବୟସ ସୀମା ୧୮ ବର୍ଷ ଏବଂ ଅଧିକତମ ବୟସ ସୀମା ୩୫, ୫୩ ଏବଂ ୬୫ ବର୍ଷ ପଦବୀ ଅନୁଯାୟୀ ନିର୍ଦ୍ଦାରିତ କରାଯାଇଛି ।

ଚୟନ ପ୍ରକ୍ରିୟା:

ଆବେଦନକାରୀଙ୍କୁ ସାକ୍ଷାତକାର ମାଧ୍ୟମରେ ଅର୍ଥାତ ଯେଉଁଥିପାଇଁ ସ୍କାଇର୍ପ୍ କିମ୍ବା ହ୍ୱାଟ୍ସଆପ୍ ଜରିଆରେ ଚୟନ କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular