ଚଳିତ ବର୍ଷ ସୁନ୍ଦରଗଡରେ ଛଟ ପୂଜା ଉପରେ କଟକଣା । ଏନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି । କରୋନା ଭୂତାଣୁ ସଂକ୍ରମଣକୁ ନଜରରେ ରଖି ଛଟ ପୂଜାକୁ ଏଥର ବାରଣ କରାଯାଇଛି । ଛଟ ପୂଜା ସମୟରେ ନଦୀ କୂଳରେ ଶହ ଶହ ମହିଳାଙ୍କ ଭିଡ ଜମିଥାଏ। ତେବେ କୋଭିଡକୁ ନଜରରେ ରଖି ଏହା ଉପରେ କଟକଣା ଲାଗୁ କରାଯିବା ସହ ଏଥର ପୂଜାକୁ ଘରେ ରହି ରୀତିନୀତି ସହ ପାଳନ କରିବାକୁ ସମସ୍ତଙ୍କୁ ଆହ୍ୱାନ କରିଛି ପ୍ରଶାସନ ।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0