ଭୁବନେଶ୍ବର : ପୁଣି ବଦଳିଲା ସ୍କୁଲ ମିଶ୍ରଣ ନିୟମ। କେବିକେ ଅଞ୍ଚଳରେ ଗୋଟିଏ ସ୍କୁଲରେ ୧୫ରୁ କମ୍ ଛାତ୍ରଛାତ୍ରୀ ଥିଲେ ସ୍କୁଲମିଶ୍ରଣ ହେବ। ସିଡ୍ୟୁଲ ଅଞ୍ଚଳରେ ଏହି ନିୟମ ପରିବର୍ତ୍ତନ ହେବ ନାହିଁ। ସେହିପରି ନନ୍ ସିଡ୍ୟୁଲ ଅଞ୍ଚଳରେ ସ୍କୁଲରେ ୨୦ରୁ କମ ପିଲା ଥିଲେ, ସ୍କୁଲ ମିଶ୍ରଣ କରାଯିବ। ଏ ନେଇ ଗୃହରେ ସ୍ପଷ୍ଟୀକରଣ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0