ସିଡନୀ: ପ୍ରଥମ ଟେଷ୍ଟ ଖେଳି ସ୍ୱଦେଶ ଫେରିବା ପରେ ଭାରତୀୟ ବ୍ୟାଟିଂ ଲାଇନଅପରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହେବ ବୋଲି ଅଷ୍ଟ୍ରେଲୀୟ କି୍ରକେଟର ଇଆନ ଚାପେଲ କହିଛନ୍ତି । ତେବେ ଆଡିଲେଡରେ ଡିସେମ୍ବର ୧୭ରୁ ୨୧ ତାରିଖରେ ପ୍ରଥମ ଟେଷ୍ଟ ଖେଳାଯିବ । ତେବେ ବିରାଟ କୋହଲି ପ୍ରଥମ ମ୍ୟାଚ ଖେଳିବା ପରେ ପ୍ରଥମ ସନ୍ତାନର ପିତା ହେବା ପାଇଁ ଭାରତ ପ୍ରତ୍ୟାବର୍ତ୍ତନ କରିବେ । ଏହାପରେ ଭାରତ ପାଇଁ ଦଳ ଚୟନ କରିବା ନେଇ ଦ୍ୱନ୍ଦ ସୃଷ୍ଟି ହେବ । ତେବେ ଦଳ ଚୟନ ଉପରେ ସିରିଜର ଭାଗ୍ୟ ତଥା ଫଳାଫଳ ନିର୍ଭର କରିବ ବୋଲି ଚାପେଲ କହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0