ବାରିପଦା : ମାଓବାଦୀଙ୍କ ସହ ସମ୍ମୁଖ ଗୁଳିବିନିମୟରେ ସହିଦ ହୋଇଥିବା ଶୁଳିଆପଦା ଥାନା ଅନ୍ତର୍ଗତ ବାଘଡ଼ା ପଞ୍ଚାୟତ ସାନଭଦୁଆ ଗ୍ରାମର ସ୍ୱର୍ଗତ କୁଣ୍ଡିଆ ଟୁଡ଼ୁଙ୍କ ଜ୍ୟେଷ୍ଠ ପୁତ୍ର ସୁଧୀର ଟୁଡ଼ୁଙ୍କ ପରିବାରକୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ୧୬ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ଅର୍ଥରାଶିର ଚେକ୍ ସହିଦଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0