କଳାହାଣ୍ଡି : ଆଜି ଭୋର ସମୟରେ କଳାହାଣ୍ଡି ଜିଲ୍ଲାର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଆରମ୍ଭ ହୋଇ ସମ୍ପନ୍ନ ହୋଇଥିବା ଜଣାଯାଇଛି। ଗୁପ୍ତ ପୂଜନ ପରେ ଭବାନୀପାଟଣାର ଜେନାଖୋଲରେ ସକାଳ ୫ଟା ୨୫ ମିନିଟ ସମୟରେ ଛତର ଯାତ୍ରା ଆରମ୍ଭ ହୋଇଥିଲା। କରୋନା କଟକଣା ଭିତରେ ବିନା ଭକ୍ତରେ ସହର ପରିକ୍ରମା କରିଥିଲେ । ମାଣିକେଶ୍ୱରୀ ମନ୍ଦିରରେ ରାଜା ଅନନ୍ତ ପ୍ରତାପ ଦେବ ୬ଟା ୧୫ ମିନିଟ ସମୟରେ ଗ୍ରହଣ କରିଥିଲେ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0