ଆସନ୍ତା୧୯ରେ ପ୍ରକାଶ ପାଇବ ଯୁକ୍ତଦୁଇ ବାଣିଜ୍ୟ ରେଜଲ୍ଟ ।ଅଗଷ୍ଟ ୩୧ ସୁଦ୍ଧା ଯୁକ୍ତ ଦୁଇ କଳା ଓ ଧନ୍ଦାମୁଳକ ଶିକ୍ଷା ଫଳ ପ୍ରକାଶ ପାଇବ ।ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଘୋଷଣା କରିଛନ୍ତି ।ଉଚ୍ଚ ମାଧ୍ୟମିକ କାର୍ଯ୍ୟାଳୟରେ ଦିନ ସାଢେ ୧୧ଟାରେ ଏହି ରେଜଲ୍ଟ ପ୍ରକାଶ ପାଇବ ।ବିଗ୍ୟଂନ ଭଳୁ ମାଧ୍ୟମିକ ଶିକ୍ଷା ପରିଷଦର ଫ୍ୱେବସାଇଟରେ ବାଣିଜ୍ୟରେ ରେଜଲ୍ଟ ପ୍ରକାଶ ପାଇବ । କରୋନା କଟକଣା ମଧ୍ୟରେ ଜୁନ ୧ରୁ ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ ହୋଇଥିଲା ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0