ଲଦାଖ: ଲଦାଖ ସୀମାରୁ ସେନା ହଟାଇବାକୁ ଚୀନର ନୂୂଆ ସର୍ତ୍ତ । ସର୍ତ୍ତ ମୁତାବକ ଭାରତୀୟ ଯବାନମାନେ କବଜା କରି ରଖିଥିବା ଗୁରୁତ୍ୱପୂର୍ଣ୍ଣ ପର୍ବତ ଶିଖରଗୁଡିକ ଖାଲି କରିବ । ତା ପରେ ହିଁ ଚୀନ୍ ସେନା ପାଙ୍ଗଙ୍ଗ ସୋ ହ୍ରଦର ଉତ୍ତର ଉପକୂଳ ସ୍ଥିତ ପିଙ୍ଗର ୪ ଇଲାକାରୁ ପଛକୁ ହଟିବ । ସୋମବାର ସପ୍ତମ ପର୍ଯ୍ୟାୟ ସାମରିକସ୍ତରୀୟ ଆଲୋଚନାରେ ଉଭୟ ପକ୍ଷର ସହମତିଭିତ୍ତିକ ସମାଧାନ ଦ୍ୱାରା ସେନା ପ୍ରତ୍ୟାହାର ହେବା ନେଇ ଆଲୋଚନା ହୋଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0