ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀର ନୁଆଁପଡା ଓ ଚାନ୍ଦପୁର ପଞ୍ଚାୟତର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି ଚିକିଟି ବିଧାୟିକା ଉଷା ଦେବୀ । ଚାନ୍ଦପୁର ପଞ୍ଚାୟତର ଡ଼ଭାର ଗାଁରେ ବସୁଧା ଯୋଜନାରେ ଏକ ପାଣି ଟାଙ୍କିର ଶିଳାନ୍ୟାସ କରିଥିବା ବେଳେ ବହୁ ପ୍ରତୀକ୍ଷିତ ବାହୁଦା ନଦୀ ଉପରେ ନାବାର୍ଡ ସହାୟତାରେ ସାତ କୋଟି ଟଙ୍କା ବ୍ୟୟରେ ବ୍ରିଜ ଉଦଘାଟନ କରିଛନ୍ତି ବିଧାୟିକା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0