ଲମ୍ବା ସମୟ ଧରି ପରଦାରୁ ଦୂରରେ ରହିବା ପରେ କମ୍ ବ୍ୟାକ୍ କରିବେ ବ୍ଲାକ୍ ବିଉଟି ବିପାଶା ବାସୁ । ଶେଷଥର ପାଇଁ ୨୦୧୫ରେ ବଡ଼ ପରଦାରେ ଦେଖାଇଥିଲେ ତାଙ୍କର ଜଲୱା । ସେଲିବ୍ରିଟି ଡାନ୍ସ ଶୋ ‘ନଚ ବଲିୟେ ସିଜନ ୧୦’ରେ ବିପାଶା ଜଜ୍ ହେବା ନେଇ ଚାଲିଛି ଚର୍ଚ୍ଚା …ତାଙ୍କ ସହ ଡେଭିଡ଼ ଧାୱନ ଓ ବୈଭବୀ ମର୍ଚାଣ୍ଟ୍୍କ ସହ ମଧ୍ୟ କଥାବାର୍ତ୍ତା ଚଳାଇଛନ୍ତି ଶୋ’ର ପ୍ରଡୁ୍ୟସର କରଣ ଜୋହର । ଆସନ୍ତା ସପ୍ତାହ ମଧ୍ୟରେ ଏହାର ନିଷ୍ପତ୍ତି ଚୂଡ଼ାନ୍ତ ହୋଇଯିବ । ଗତ ସିଜନରେ ଅହମଦ ଖାନ୍ ଓ ରବିନା ଟଣ୍ଡନ ଏହାର ଜଜ୍ ରହିଥିଲେ । ଆଗକୁ ଆସୁଛି ତାଙ୍କର ଆଉ ଏକ ୱେବ୍ ସିରିଜ ‘ଡେଞ୍ଜରର୍ସ’ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0