spot_img

ଉପନିର୍ବାଚନ ପାଇଁ ନାଁ ସୁପାରିଶ କଲା କଂଗ୍ରେସ

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଚୟନ କମିଟି ପ୍ରଦେଶ ଇଲେକ୍ସନ କମିିଟିକୁ ରିପୋର୍ଟ ଦେଇଛି । ବାଲେଶ୍ୱର ସଦର ପାଇଁ ନବଜ୍ୟୋତ୍ ପଟ୍ଟନାୟକଙ୍କ ନାମ ସୁପାରିଶ କରାଯାଇଯାଇଥିବା ବେଳେ ତିର୍ତ୍ତୋଲ ପାଇଁ ୬ ଜଣଙ୍କ ନାମ ସୁପାରିଶ କରାଯାଇଛି । ତିର୍ତ୍ତୋଲ ଉପ-ନିର୍ବାଚନରେ ଇଁ. ହିମାଂଶୁ ମଲ୍ଲିକଙ୍କ ନାମ ଆଗରେ ରହିଥିବା ଜଣାଯାଇଛି । ସେ ପ୍ରାର୍ଥୀ ହେବା ସମ୍ଭାବନା ଅଧିକ ରହିଛି । କଂଗ୍ରେସ କମିଟି ଆଜି ପିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ରିପୋର୍ଟ ଦେଇଛି । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular