spot_img

ପ୍ରତିଶୃତିକୁ ଘରେ ଘରେ ପହଞ୍ଚାଇବ କଂଗ୍ରେସ : ପ୍ରିୟଙ୍କା ଗାନ୍ଧୀ

ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ ସରଗରମ ହୋଇପଡିଛି ରାଜନୀତି | କେବେ ବିଜେପି ତ କେବେ କଂଗ୍ରେସ ତ ପୁଣି ଆଞ୍ଚଳିକ ଦଳର କର୍ମ କର୍ତ୍ତା ମାନେ ଜନତାଙ୍କୁ ପ୍ରତିଶୃତି ଦେଉଛନ୍ତି | କଂଗ୍ରେସର ମଙ୍ଗ ଧରିଥିବା ପ୍ରିୟଙ୍କା ଗାନ୍ଧୀ ଏବେ ଜୋର କସରତ କରୁଛନ୍ତି ଦଳକୁ ସୁଦୃଢ଼ କରିବାକୁ | ମହିଳାଙ୍କ ଶିକ୍ଷା ଓ ସୁରକ୍ଷାକୁ ନେଇ ସେ ପ୍ରତିଶୃତି ବଦ୍ଧ ଅଛନ୍ତି | ସମସ୍ତ ପ୍ରତିଶୃତିକୁ ଘରେ ଘରେ ଘରେ ପହଂଚାଇବା ପାଇଁ ଲାଗି ପଡିଛନ୍ତି ପ୍ରିୟଙ୍କା | ସବୁ ଘଟଣାକୁ ନେଇ କଂଗ୍ରେସ ଜନତାଙ୍କ ପାଇଁ ଲଡ଼ୁଛି ଆଉ ଲଢ଼ିବ | ଆସନ୍ତା ନଭେମ୍ବର 14 ଓ 15 ତାରିଖରେ କଂଗ୍ରେସ ପ୍ରତିଜ୍ଞା ଲକ୍ଷ୍ୟ ସମ୍ମିଳନୀ 2022 କୁ ଉତ୍ତରପ୍ରଦେଶର ବୁଲନ୍ଦସହରରେ ସମ୍ବୋଧିତ କରିବେ ପ୍ରିୟଙ୍କା ଗାନ୍ଧୀ |

LEAVE A REPLY

Please enter your comment!
Please enter your name here

- Advertisment -

Most Popular