spot_img

ଦୁର୍ଗା ମୂତ୍ତି ଉଚ୍ଚତା କୁ ନେଇ ଚାଲିଛି ବିବାଦ

ମୂତ୍ତି ଉଚ୍ଚତା ପ୍ରସଙ୍ଗକୁ ନେଇ ଚାଲିଛି ଲୋକସେବା ଭବନରେ ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ଚାଲିଛି ବୈଠକ । ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର ମଧ୍ୟ ଉପସ୍ଥିତ ଅଛନ୍ତି । ବିଧାୟକ ପ୍ରଣବ ପ୍ରକାଶ ଦାସ , ପ୍ରଭାତ ବିଶ୍ୱାଳ ,ଦେବାଶିଷ ସାମନ୍ତରାୟ ଓ ସୁବାସ ସିଂ ମଧ୍ୟ ବୈଠକ ରେ ଉପସ୍ଥିତ ଅଛନ୍ତି । ବିଭିନ୍ନ ପୂଜା କମିଟି ଓ ଶାନ୍ତି କମିଟି ସଦସ୍ୟ ମଧ୍ୟ ସାମିଲ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular