ମୁମ୍ବାଇ : ବିବାଦରେ ଲୋକପ୍ରିୟ ଟିଭି ଶୋ’ କୌନ ବନେଗା କରୋଡପତି। ଏହି ଶୋ’କୁ ନେଇ ମୁଜାଫରପୁର ଅଦାଲତରେ ଏକ ଅଭିଯୋଗ ହୋଇଛି। ଧର୍ମୀୟ ଭାବାନକୁ ଆଘାତ ଦିଆଯାଇଥିବା ଅଭିଯୋଗରେ ଆଚାର୍ୟ୍ୟ ଚନ୍ଦ୍ରକିଶାର ପରାଶର ନାମକ ବ୍ୟକ୍ତି ସିଜିଏମ୍ କୋର୍ଟରେ ଅଭିଯୋଗ କରିଛନ୍ତି। ଏଥିରେ ଅଭିନେତା ଅମିତାଭ ବଚ୍ଚନଙ୍କ ସମେତ ନିର୍ଦ୍ଦେଶକ ଅରୁଣେଶ କୁମାର, ରାହୁଲ ବର୍ମା, ଚାନେଲ ଅଧ୍ୟକ୍ଷ ମନଜିତ ସିଂହ, ସିଇଓ ଏନପି ସିଂହଙ୍କ ସମେତ ୭ ଜଣଙ୍କୁ ସଂପୃକ୍ତ କରାଯାଇଛି। ଶୁଣାଣି ପାଇଁ ୩ ଡିସେମ୍ବରକୁ ତାରିଖ ସ୍ଥିର କରାଯାଇଛି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0