spot_img

ରେର୍କଡ ସଂଖ୍ୟକ ସୁସ୍ଥ ୨୮୮୮ କରୋନା ଆକ୍ରାନ୍ତ..ରାୟଗଡାରୁ ସର୍ବାଧିକ ୪୮୭

ଶନିବାର ରାଜ୍ୟରେ ସର୍ବାଧିକ ୨୮୮୮ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ରାୟଗଡା ଜିଲ୍ଲାରୁ ସର୍ବାଧିକ ୪୮୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ସୁସ୍ଥ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଧାରୁ ୪୧୦ଜଣ ଥିବା ବେଳେ ଗଞ୍ଜାମରୁ ୨୧୭, କଟକରୁ ୧୮୯, ବଲଙ୍ଗୀରରୁ ୧୭୩, କୋରାପୁଟରୁ ୧୫୧, ମୟୂରଭଞ୍ଜରୁ ୧୪୪, ନୟାଗଡରୁ ୧୩୮, ପୁରୀରୁ ୧୩୪, ବାଲେଶ୍ୱରରୁ ୧୨୩, ସମ୍ବଲପୁରରୁ ୧୧୭, ଜଣ ଆରୋଗ୍ୟ ଲାଭ କରିଛନ୍ତି ।ସେହିପରି ମାଲକାନଗିରିରୁ ୮୧, ସୁନ୍ଦରଗଡରୁ ୭୮, ନବରଙ୍ଗପୁରରୁ ୫୬, ଝାରସୁଗୁଡାରୁ ୫୫, ଭଦ୍ରକରୁ ୫୨, ଜଗତସିଂହପୁରରୁ ୩୫, ଢେଙ୍କାନାଳରୁ ୩୪, କଳାହାଣ୍ଡିରୁ ୩୩, ଗଜପତିରୁ ୩୦, କେଉଁଝରରୁ ୨୯, କନ୍ଧମାଜ୍ଝଳରୁ ୨୧, ସୋନପୁରରୁ ୧୫, କେନ୍ଦ୍ରାପଡାରୁ ୧୪, ବୌଦ୍ଧରୁ ୧୦, ଅନୁଗୋଳରୁ ୫, ଯାଜପୁରରୁ ୫ ଓ ଦେବଗଡରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular