ଶୁକ୍ରବାର ରାଜ୍ୟରେ ସର୍ବାଧିକ ୧୮୧୦ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ମୋଟ ୨୮୬୯୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗଂଜାମ ଜିଲ୍ଲାରେ ସର୍ବାଧିକ ୭୦୦ଜଣ ,ସେହିପରି ଖୋର୍ଦ୍ଧାରୁ ୨୦୨,ବାଲେଶ୍ୱରରୁ ୧୭ ,ବଲାଙ୍ଗିରରୁ ୧୫ କଟକରୁ ୧୪୭ ଗଜପତିରୁ ୧୩୬,ଢେଙ୍କାନାଳରୁ ୧୧୪,ସୁନ୍ଦରଗଡରୁ ୧୦୬,ସମ୍ବଳପୁରରୁ ୬୨,ରାୟଗଡାରୁ ୫୫,କେନ୍ଦଝରୁ ରୁ ୩୭ ଅନୁଗୋଳରୁ ୩୪,କଳାହାଣ୍ତିରୁ ୨୪ କୋରାପୁଟରୁ ୨୨ ଯାଜପୁରରୁ ୨୦ ବରଗଡରୁ ୧୯ ମାଲକାନଗିରିରୁ ୧୫ ,କେନ୍ଦ୍ରାପଡାରୁ ୧୪ ଭଦ୍ରକରୁ ୧୩ ଦେବଗଡରୁ ୧୧ ନବରଙ୍ଗପୁରରୁ ୧୧ ଜଗତସିଂହପୁରରୁ ୮,ଝାରସୁଗୁଡାରୁ ୮ ପୁରୀରୁ ୬ ବୌଦ୍ଧରୁ ୫ ସୋନପୁରରୁ ୪ ଓ ମାଲକାନଗିରିରୁ ୩ଜଣ ଲେଖାଁଏ ସୁସ୍ଥ ହୋଇଛନ୍ତି ।
ଭାଙ୍ଗିଲା ସୁସ୍ଥ ରେକର୍ଡ,ଗୋଟିଏ ଦିନରେ ସୁସ୍ଥ ହେଲେ ସର୍ବାଧିକ ୧୮୧୦ କରୋନା ଆକ୍ରାନ୍ତ..



Visitors Today : 1
Total Visitors : 130301
Total Views : 9891804
Visitors Online Now : 0