ବ୍ୟୁରୋ ରିପୋର୍ଟ: ଆଗକୁ ଆହୁରି ସତର୍କ ହେବାକୁ ବିଶେଷଜ୍ଞଙ୍କ ପରାମର୍ଶ । ଶୀତଦିନେ ସହଜରେ ବ୍ୟାପିବ କରୋନା ଭାଇରସ୍ । ୬ ଫୁଟ୍ ଦୂରତା ମଧ୍ୟ ଆସିବନି କାମରେ । ବର୍ତମାନ ସୁଦ୍ଧା ପୃଥିବୀରେ କରୋନା ଯୋଗୁଁ ପ୍ରାୟ ୧୧ ଲକ୍ଷ ପ୍ରାଣ ହରାଇସାରିଲେଣି । ବର୍ତମାନ ଏରୋସୋଲ ପାର୍ଟିକିଲ୍ ମାଧ୍ୟମରେ ଭାଇରସ୍ ବ୍ୟାପୁଛି । ଆଗକୁ ଆସୁଛି ଶୀତଦିନ, ଏହି ସମୟରେ ଭାଇରସ ସଂକ୍ରମଣ ଅଧିକ ହେବ ବୋଲି ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0