ବ୍ୟୁରୋ ରିପୋର୍ଟ: ଦେଶରେ ଏବେ କରୋନା ଗ୍ରାଫ ତଳମୁହାଁ ହେବାରେ ଲାଗିଛି । ଗତ ୨୪ ଘଂଟାରେ ଦେଶରେ ୬୭ ହଜାର ୭୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଛି ୭୩ ଲକ୍ଷ ୭ ହଜାର ୯୭ରେ । ଗତ ୨୪ ଘଂଟାରେ ଦେଶରେ ୬୮୦ ଜଣଙ୍କର କରୋନାରେ ମୃତୁ୍ୟ ଘଟିଛି । ଆଶ୍ୱାସନାର ବିଷୟ ଦେଶରେ ଦିନକରେ ସୁସ୍ଥ ହୋଇଛନ୍ତି ୮୧ ହଜାର ୫୧୪ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0