spot_img

ମାସ୍କ ନ ପିନ୍ଧିଲେ ଏଣିକି ହେବ କରୋନା ଟେଷ୍ଟ

ଗୁଜୁରାଟ: ଗୁଜୁରାଟର ଅହମଦାବାଦ ସହରରେ ଦିନକୁ ଦିନ କରୋନା ମାମଲା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖିରେ ଜିଲ୍ଲା ପ୍ରଶାସନ ଏକ ବଡ ନିଷ୍ପତି ନେଇଛି । ବର୍ତ୍ତମାନ ବିନା ମାସ୍କ ପିନ୍ଧି ଧୋରାପଡିଲେ ଫାଇନ ଦେବା ବଦଳରେ କରିବାକୁ ପଡିବ କରୋନା ଟେଷ୍ଟ । ଅନ୍ୟପଟେ ଗୁଜୁରାଟ ସରକାର ରାଜ୍ୟର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକୁ ପୁଣିଥରେ ବନ୍ଦ କରିଛନ୍ତି । ଏହା ସହ ରାଜ୍ୟର ରାଜଧାନୀ ଅହମଦାବାଦ ଠାରେ ରାତି ୯ଟାରୁ ସକାଳ ୬ ପର୍ଯ୍ୟନ୍ତ କର୍ପୁ୍ୟ ଲଗାଇବା ପାଇଁ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular