spot_img

ଶବ୍ଦରେ ଥରିଲା ଯାଜପୁର ଓ ଭଦ୍ରକ

ଯାଜପୁର: ସମୟ ଅପରାହ୍ନ ୩ଟାରୁ ୩ଟା ୧୦ ମଧ୍ୟରେ ଏହି ରହସ୍ୟମୟ ଶବ୍ଦ ଶୁଭିଥିଲା । ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ ଲୋକଙ୍କ ଘରଦ୍ୱାରର କବାଟ ଆଦି ଥରିଯାଇଥିଲା । ବିଶେଷ କରି ଯାଜପୁର ଟାଉନ, ଚଣ୍ଡିଖୋଲ, ବିଂଝାରପୁର ଏବଂ ଭଦ୍ରକର ଭଣ୍ଡାରୀପୋଖରୀ ଅଂଚଳରେ ଲୋକେ ଏହି ଶବ୍ଦ ଶୁଣିଥିବା ଲୋକମାନେ କହିଛନ୍ତି । ଅଂଚଳର ଲୋକେ ଭୟଭିତ ହୋଇ ଅନେକ ପ୍ରକାରର ଚର୍ଚ୍ଚା ଆରମ୍ବ କରିଦେଇଛନ୍ତି । ତେବେ ଏହି ଭୟଙ୍କର ଶବ୍ଦ କେଉଁଠି ଆଉ କିଭଳି ଘଟିଛି ସେ ବିଷୟରେ କୌଣସି ସୁଚନା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular