ମହାମାରୀ କୋରୋନା ପାଇଁ ଦୀର୍ଘ ଦିନ ହେବ ମେଟ୍ରୋ ସେବା ବନ୍ଦ ରହିଥିବା ବେଳେ ଅନଲକ-4ରେ ମେଟ୍ରୋ ଚଳାଚଳକୁ ଅନୁମତି ମିଳିଛି । ସେପ୍ଟେମ୍ବର 7ରୁ ଦିଲ୍ଲୀ ସମେତ ସମଗ୍ର ଦେଶରେ ମେଟ୍ରୋ ସେବା ଆରମ୍ଭ ହେବ । ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ଖୁସୀ ବ୍ୟକ୍ତ କରିଛନ୍ତି ଦିଲ୍ଲୀ ପରିବହନ ମନ୍ତ୍ରୀ କୌଳାଶ ଗାହଲଟ । ଯାତ୍ରୀମାନେ କିପରି କୋରୋନା ନିୟମ ପାଳନ କରି ମେଟ୍ରୋରେ ଯାତ୍ରା କରିବେ ସେନେଇ ତାଙ୍କ ସରକାର ନିଶ୍ଚିତ କରିବେ ବୋଲି ସେ କହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0