ନୂଆଦିଲ୍ଲୀ: କିଛି ଦିନ ହେବ ଦେଶରେ ଦୈନିକ ସଂକ୍ରମଣ କମିବା ନଜର ଆସୁଛି । ଗତ ୨୪ ଘଣ୍ଟାରେ ଦେଶରେ ୬୩ ହଜାର ୩୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୭୩ ଲକ୍ଷ ୭୦ ହଜାର ୪୬୯ ରେ । ଗତ ୨୪ ଘଣ୍ଟାରେ ଦେଶରେ ୮୯୫ ଜଣଙ୍କର କରୋନାରେ ମୃତୁ୍ୟ ଘଟିଛି । ଦେଶରେ ବର୍ତ୍ତମାନ ମୋଟ ମୃତୁ୍ୟ ସଂଖ୍ୟା ୧ ଲକ୍ଷ ୧୨ ହଜାର ୧୬୧କୁ ବୃଦ୍ଧି ପାଇଛି । ଆଶ୍ୱାସନାର ବିଷୟ ଦେଶରେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇସାରିଲେଣି ୬୪ ଲକ୍ଷ ୫୩ ହଜାର ୭୮୦ ଜଣ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0