spot_img

କାଲିଠୁ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ

ଭୁବନେଶ୍ୱର: କାଲିଠୁ ଆରମ୍ଭ ହେବ ବରିଷ୍ଠ ନାଗରିକ ଏବଂ ବିଭିନ୍ନ ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ କରୋନା ଟିକାକରଣ । ଉଭୟ ସରକାରୀ ଓ ସରକାରୀ ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ଏହି ଟିକାକରଣ କରାଯିବ । ଏଥିପାଇଁ ୬୦ ବର୍ଷରୁ ବୟସ୍କ ଏବଂ ବହୁରୋଗରେ ପୀଡିତ ଥିବା ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ କୋଉଇନ ଆପରେ ପଞ୍ଜିକରଣ କରିବାକୁ ପଡିବ । ଘରୋଇ ଟିକାକରଣ କେନ୍ଦ୍ରରେ ସର୍ଭିସ ଚାର୍ଜକୁ ମିଶାଇ ୨୫୦ ଟଙ୍କା ଦେବାକୁ ପଡିବ ଓ ସରକାରୀ ଡାକ୍ତରଖାନରେ ମାଗଣାରେ ଟିକା ମିଳିବ । ତେବେ କିଏ କେଉଁଠି ଟିକା ନବେ ତାହା ଟିକା ନେବା ବ୍ୟକ୍ତି ହିଁ ସ୍ଥିର କରିବେ ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular