ମୁମ୍ବାଇ: ଚଳିତ ବର୍ଷର ଆଇପିଏଲ ପାଇଁ ଭାରତୀୟ କ୍ରିକେଟ ବୋର୍ଡ ଚୂଡାନ୍ତ କରିଥିବା ୬ଟି ଭେନୁ୍ୟ ଉପରେ ରାଜସ୍ଥାନ ରୟାଲ୍ସ, କିଙ୍ଗସ ଏକାଦଶ ପଞ୍ଜାବ ଓ ସନରାଇଜର୍ସ ହାଇଦ୍ରାବାଦ ଆପତ୍ତି ଉଠାଇଛନ୍ତି । ତେବେ ଆପତ୍ତି ଉଠାଇଥିବା ଫ୍ରାଞ୍ଚାଇଜର ହୋମ ଗ୍ରାଉଣ୍ଡକୁ ବିସିସିଆଇ ପକ୍ଷରୁ ଚୂଡାନ୍ତ କରାଯାଇଥିବା ଭେନୁ୍ୟ ତାଲିକାରେ ସ୍ଥାନ ଦିଆଯାଇନାହିଁ । ଅନ୍ୟପଟେ ମିଳିଥିବା ସୂଚନା ଅନୁଯାୟୀ, ବିସିସିଆଇ ଚେନ୍ନାଇ, ମୁମ୍ବାଇ, ବାଙ୍ଗାଲୋର, କଲିକତା, ଦିଲ୍ଲୀ ଓ ଅହମ୍ମଦାବାଦ ଗ୍ରାଉଣ୍ଡରେ ପୂରା ଆଇପିଏଲ ଆୟୋଜନ କରିବାକୁ ଯୋଜନା କରୁଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0