spot_img

କୋଭିଡ଼ ନିୟମ ଉଲ୍ଲଂଘନ କରି ଜନ୍ମଦିନ ପାଳିଲେ ସାଂସଦ ଅପରାଜିତା ଷଡଙ୍ଗୀ  

ଭୁବନେଶ୍ୱର: କୋଭିଡ଼ ନିୟମ ଉଲ୍ଲଘଂନ କରି ସାଂସଦ ପାଳିଲେ ଜନ୍ମଦିନ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗି ଜନ୍ମଦିନ ପାଳନ କରିଥିବା ବେଳେ ଏହି ଉତ୍ସବରେ ଶତାଧିକ କର୍ମୀ ଏକାଠି ହୋଇଥିବାର ଦେଖିବାକୁ ମିଳିଛି । ତେବେ ସାଂସଦଙ୍କ ଉପସ୍ଥିତିରେ ଚାଲିଥିବା ନାଚ । କାହା ମଧ୍ୟରେ ନଥିଲା ସାମାଜିକ ଦୁରତା ।

ନା କେହି ମାସ୍କ ପିନ୍ଧିବାର ଦେଖିବାକୁ ମିଳିଥିଲା । ସମସ୍ତେ ସାଂସଦଙ୍କ ଜନ୍ମଦିନ ପାଳନ କରିବାରେ ମସଗୁଲ, ଆଉ ଭୁଲିଗଲେ କରୋନା କଟକଣା ପାଳନକୁ । ସାଂସଦଙ୍କ ଜନ୍ମଦିନ ଉତ୍ସବର ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular