ଜଟଣୀ : ଜଟଣୀ ପୋଲିସ ପକ୍ଷରୁ ବିଭିନ୍ନ ବାଣ ଗୋଦାମ ଉପରେ ଚଢାଉ। ଜଟଣୀ ନିକଟସ୍ଥ ରଥିପୁର ଅଞ୍ଚଳରେ ଥିବା ଏକ ବାଣ ଗୋଦାମରୁ ପାଞ୍ଚ ଶହ ପେଟିରୁ ଅଧିକ ବାଣ ଜବତ ହୋଇଛି । ଜଟଣୀ ସହର ଓ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ବିଭିନ୍ନ ବାଣ ଗୋଦାମ ଉପରେ ପୋଲିସର ଚଢାଉ ଜାରି ରହିଛି । କିଛି ବାଣ ଦୋକାନକୁ ପୋଲିସ ସିଲ୍ କରିଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବାଣ ଫୁଟାଇବା ଉପରେ କଟକଣା ଜାରି ରଖିଛନ୍ତି ସରକାର । ରାଜ୍ୟରେ କୋଭିଡ୍ ସ୍ଥିତିକୁ ଦେଖି ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0