ବୁଧବାର ସକାଳେ ଜାମ୍ମୁ କାଶ୍ମିରୀର ଅତିରିକ୍ତ ଜିଲ୍ଲା ଉଦରଫ୍ୱରଠାରେ ସିଆରପିଏଫ ସହକାରୀ ସବ୍ ଇନସପେକ୍ଟର ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ରିପୋର୍ଟ ଅନୁଯାୟୀ ଅମୃତ ବରଦ୍ୱାଜ ରାତି ସିପ୍ଟ ପରେ କୋଟଲିରେ ଥିବା ବାଟାଲିୟାନ ମୁଖ୍ୟାଲୟକୁ ଫେରିବା ପରେ ନିଜକୁ ଚାରି ରାଉଣ୍ତ ଗୁଳି କରିଥିବା ଅଭିଯୋଗ ହୋଇଛି । ପୋଷ୍ଟମର୍ଟମ ଓ କୋଭିଡ-୧୯ ରିପୋର୍ଟ ପରୀକ୍ଷଣ ପରେ ମୃତଦେହ ସିଆରପିଏଫକୁ ହସ୍ତାନ୍ତର କରାଯିବ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0