spot_img

ଟସ ଜିତି ଫିଲଣ୍ଡି ନିଷ୍ପତି ନେଲା ସିଏସକେ

ଦୁବାଇ: ଚଳିତ ବର୍ଷ ଆଇପିଏଲର ଆଜି ୫୨ତମ ମ୍ୟାଚ । ଆଜି ଦୁଇଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ପ୍ରଥମ ମ୍ୟାଚ ଦିନ ୩.୩୦ରେ ଆବୁଧାବିରେ ଖେଳାଯିବ । ତେବେ ଚେନ୍ନାଇ ସୁପରକିଙ୍ଗସ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଲା । ଆଜି ଚେନ୍ନାଇ ବିପକ୍ଷରେ କିଙ୍ଗସ ଏକାଦଶ ପଞ୍ଜାବ ପଡିଆକୁ ଓହ୍ଲାଇବ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପରକିଙ୍ଗସ ୧୩ଟି ମ୍ୟାଚ ଖେଳି ୫ଟି ମ୍ୟାଚକୁ ଜିତିଛି । ଏହା ସହ ଚଳିତବର୍ଷ ଆଇପିଏଲ ପ୍ଲେ ଅଫରୁ ବାଦ ପଡିଛି । ତେଣୁ ଆଜି ବିପକ୍ଷ ଦଳ ପଞ୍ଜାବ ଠାରୁ ମ୍ୟାଚ ଜିତି ଚଳିତ ବର୍ଷ ଆଇପିଏଲ ଯାତ୍ରା ଶେଷ କରିବା ପାଇଁ ଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular