spot_img

କନ୍ଧମାଳରେ ପୋଲିସ ଡିଜିଙ୍କ ମାଓ ସମିକ୍ଷା

କନ୍ଧମାଳ : କନ୍ଧମାଳ ଗସ୍ତରେ ପୋଲିସ ଡିଜି ଶ୍ରୀ ଅଭୟ । ତାଙ୍କ ସହ ସିଆରପିଏଫ ସ୍ୱତନ୍ତ୍ର ଡିଜି ମଧ୍ୟ ଉପସ୍ଥିତ ଅଛନ୍ତି । କନ୍ଧମାଳ ଖମନଖୋଲ ସିଆରପିଏଫ କ୍ୟାମ୍ପ ବୁଲିଛନ୍ତି । ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ, ଆଇଜି ସିଆରିପିଏଫ ମଧ୍ୟ ଯୋଗ ଦେଇଛନ୍ତି । ସୈନିକ ସମ୍ମିଳନୀରେ ଯୋଗ ଦେଇ ମାଓ ଗତିବିଧି ଉପରେ ଆଲୋଚନା ହୋଇଛି । ମାଓ ମୁକାବିଲା ନେଇ ସିଆରପିଏଫ ଓ ଓଡ଼ିଶା ପୋଲିସ ମିଳିତ ଭାବେ ଅପରେସନ ଜାରି ରହିଛି ବୋଲି ଡିଜି ଟୁଇଟ କରିଛନ୍ତି

LEAVE A REPLY

Please enter your comment!
Please enter your name here

- Advertisment -

Most Popular