spot_img

ବିଶ୍ୱ ଅର୍ଥନୀତ ଉପରେ ପ୍ରଭାବ ପକାଉଛି ସାଇବର କ୍ରାଇମ

ବିଶ୍ୱରରେ ଦିନକୁ ଦିନ ବୃଦ୍ଧିପାଉଛି ସାଇବର କ୍ରାଇମ । ଯାହାର ପ୍ରାଭବ ବିଶ୍ୱର ଅର୍ଥନୀତ ଉପରେ ପଡ଼ୁଛି । ରିପୋର୍ଟ ମୁତାବକ ସାଇବର ଅପରାଧ ଯୋଗୁଁ ବିଶ୍ୱ ହରାଇଛି ଏକ ଲକ୍ଷ କୋଟି ଟଙ୍କା । ଯାହା ବିଶ୍ୱ ଜିଡ଼ିପିର ପ୍ରାୟ ୧ ପ୍ରତିଶତ । ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ୨୦୧୮ ପରଠାରୁ ଏହା ୫୦ ପ୍ରତିଶତ ବୃଦ୍ଧି ପାଇଛି । ଯାହାଫଳରେ ବିଶ୍ୱ ପ୍ରାୟ ଛଅଶହ ବିଲିୟନ ଡ଼ଲାର ହରାଇଛି । ଏନେଇ ସୂଚନା ଦେଇଛନ୍ତି ମ୍ୟାକଆଫି ସାଇବର ସିକୁ୍ୟରିଟି ଫାର୍ମ । କେବଳ ଆର୍ଥିକ ଖର୍ଚ୍ଚ ନୁହେଁ ବ୍ୟବସାୟ ଉପରେ ଏହା ପ୍ରଭାବ ପକାଉଥିବା ‘ଦି ହିଡ଼େନ କଷ୍ଟ ଅଫ ସାଇବର କ୍ରାଇମ’ ରିପୋର୍ଟରୁ ଜଣାପଡ଼ିଛି । ବିଶ୍ୱରେ ଏଭଳି ସ୍ଥିତି ଆଗକୁ ଆହୁରି ଭୟଙ୍କର ହେବା ନେଇ ସତର୍କ କରାଇଛନ୍ତି ସାଇବର ସିକୁ୍ୟରିଟି ଏଜେନ୍ସି । ବିଶ୍ୱ ଅର୍ଥନୀତ ଉପରେ ପ୍ରଭାବ ପକାଉଛି ସାଇବର କ୍ରାଇମ

LEAVE A REPLY

Please enter your comment!
Please enter your name here

- Advertisment -

Most Popular