ଦୁବାଇ: ଆଇପିଏଲ ତ୍ରୟୋଦଶତମ ସଂସ୍କରଣର ୧୯ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୫୯ ରନରେ ରୟାଲ୍ସ ଚ୍ୟାଲେଞ୍ଜର ବାଙ୍ଗାଲୋରକୁ ପରାସ୍ତ କରିଛି । ଏହା ସହ ଚଳିତ ବର୍ଷ ଆଇପିଏଲର ପଏଣ୍ଟ ଟେବୁଲରେ ଶୀର୍ଷରେ ପହଁଞ୍ଚିଛି । ଏହି ମ୍ୟାଚରେ ରୟାଲ୍ସ ଚ୍ୟାଲେଞ୍ଜର ବାଙ୍ଗାଲୋର ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଥିଲା । ତେବେ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୯୭ରନ କରି ଏକ ବଡ଼ ବିଜୟ ଲକ୍ଷ୍ୟ ଦେଇଥିଲା । ଅନ୍ୟପଟେ ବାଙ୍ଗାଲୋର ଟିମ ଏହାର ଜବାବରେ ୯ ୱିକେଟ ହରାଇ ମାତ୍ର ୧୩୭ରନ କରିପାରିଥିଲେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0