ଭୁବନେଶ୍ବର : ଡିସେମ୍ବର ମାସ ପାଇଁ ଗାଇଡ୍ ଲାଇନ୍ ଜାରି କଲେ ରାଜ୍ୟ ସରକାର। ୭୫ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ୍। ପ୍ରତି ଶନିବାର –ରବିବାର ବନ୍ଦ ରହିବ ଅଫିସ୍। ଏସଆରସି- ଓଏସ୍ଡିଏମ୍ଏ ଅଫିସ୍ରେ ୧୦୦ ପ୍ରତିଶତ କର୍ମଚାରୀରେ ଚାଲିବ। ୧୦୦ ପ୍ରତିଶତ କର୍ମଚାରୀରେ ଜରୁରୀକାଳୀନ ସେବା ଯୋଗାଇ ଦିଆଯିବ। ସ୍ବାସ୍ଥ୍ୟ ସେବା ଏବଂ ଅଗ୍ନିଶମ ସେବା ୧୦୦ ପ୍ରତିଶତ କର୍ମଚାରରେ ଚାଲିବ। ବିଭାଗୀୟ କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀ ଉପସ୍ଥିତ ରହିବେ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0