ଭଦୋଦରା: ବରୋଦ କ୍ରିକେଟ ଆସୋସିଏଶନ ଦଳର ସିନିୟର ଖେଳାଳି ଦୀପକ ହୁଦାଙ୍କୁ ଗୋଟିଏ ସିଜନ ପାଇଁ ସସପେଣ୍ଡ କରଛି । ତେବେ ଅଧିନାୟକ କ୍ରୁନାଲ ପାଣ୍ଡ୍ୟାଙ୍କ ସହ ତାଙ୍କର ଯୁକ୍ତି ହେବାରୁ ସେ ସୟଦ ମୁସ୍ତକ ଅଲ୍ଲୀ ଟ୍ରଫି ଆରମ୍ଭ ହେବା ପୂର୍ବରୁ ବିନା ଅନୁମତିରେ କ୍ୟାମ୍ପ ଛାଡି ଚାଲିଯାଇଥିଲେ । ତାଙ୍କର ଏପରି ବିଶୃଙ୍ଖଳା ପାଇଁ ତାଙ୍କୁ ଗୋଟିଏ ସିଜନ ପାଇଁ ସସପେଣ୍ଡ କରାଯାଇଛି ବୋଲି ବିସିଏ ସମ୍ପାଦକ ଅଜିତ ଲେଲେ ସ୍ପଷ୍ଟ କରିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0