spot_img

ବଗଲା ଧର୍ମଶାଳା କୋଠାର ହେବ ପୁନରୁଦ୍ଧାର

ପୁରୀ: ବଗଲା ଧର୍ମଶାଳା ପ୍ରସଙ୍ଗ ଏବେ ପୁଣି ଥରେ ନୂଆମୋଡ ନେଇଛି । ବଗଲା ଧର୍ମଶାଳା ପରିସରରେ ଥିବା କୋଠକୁ ନ ଭାଙ୍ଗି ତାର ଆବଶ୍ୟକ ମରାମତି କରିବା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୧୫ ତାରିଖ ସୁଦ୍ଧା ଟେଣ୍ଡର କରିବାକୁ ନିଷ୍ପତ୍ତି ହୋଇଛି । ଏଥିସହ ଧର୍ମଶାଳା କୋଠାର ପୁନରୁଦ୍ଧାର କାର୍ଯ୍ୟ ସରିବା ପରେ ଏହାର ପରିଚାଳନା ଭାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular