କୁକୁର ମୁହଁରେ ଫୁଟିଲା ବୋମା । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅଟେଇ ସରକ୍ଷିତ ଜଙ୍ଗଲରେ ଅଭାବନୀୟ ଘଟଣା ଘଟିଛି । ଅଟେଇ ସଂରକ୍ଷିତ ଜଙ୍ଗଲରେ ବାରହା ଶିକାର ପାଇଁ ଖାଦ୍ୟ ଭିତରେ ବୋମା ବିଛାଯାଇଥିଲା । ଏହାକୁ ଏକ କୁକୁର ଖାଇବାକୁ ଉଦ୍ୟମ କରିଥିଲା । ସେହି ସମୟରେ ବୋମା ଫୁଟି ଯାଇଥିଲା । ଏହି ବିସ୍ଫୋରଣରେ କୁକୁର ପ୍ରାଣ ହରାଇଥିବା ବେଳେ ଉକ୍ତ ରାସ୍ତା ଦେଇ ଯାଉଥିବା ୩ଜଣ ଲୋକ ଅଳ୍ପକେ ବର୍ତ୍ତି ଯାଇଥିଲେ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0