spot_img

ନାଲକୋ ପ୍ଲାଣ୍ଟ୍‌ର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ଭୁବନେଶ୍ବର : ଅନୁଗୋଳ ସ୍ଥିତ ନାଲକୋ ପ୍ଲାଣ୍ଟର ବାର୍ଷିକ କ୍ଷମତା ମିଲିୟନ ଟନ୍ କୁ ବୃଦ୍ଧି କରିବାକୁ କେନ୍ଦ୍ର ଖଣି କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ଆଲୋଚନା କରିବା ପରେ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ ଜିଲ୍ଲାରେ ବ୍ରାଉନ ଫିଲ୍ଡ ପ୍ରକଳ୍ପ ପାଇଁ ଫିଡର୍ କ୍ୟାପଟିଭ୍ ପାୱାର ପ୍ଲାଣ୍ଟ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାଲକୋ ଆରମ୍ଭ କରୁଥିବା ବ୍ରାଉନ ଫିଲ୍ଡ ପ୍ରକଳ୍ପର ମୂଲ୍ୟ ରହିଛି ୨୨ ହଜାର କୋଟି ଟଙ୍କା ନାଲକୋର ସ୍ମେଲଟର୍ ୟୁନିଟ୍ କୋଇଲା ବ୍ଲକ୍ ଲଜିଷ୍ଟିକ୍ ଦକ୍ଷତା ଦ୍ବାରା ଉପକୃତ ହେବ ସେହିପରି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ଖଣି କାର୍ଯ୍ୟକ୍ଷମ ହେବା ପରେ ନାଲକୋର ବକ୍ସାଇଟ୍ ଉତ୍ପାଦନ କ୍ଷମତା ବାର୍ଷିକ ୧୦. ମିଲିୟମ ଟନ୍ କୁ ବୃଦ୍ଧି ପାଇବ ବୋଲି ଚିଠିରେ ଦର୍ଶାଯାଇଛି

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular