ଆମେରିକା: ମିଥ୍ୟା ଆରୋପ ଲଗାଉଥିବାରୁ ଆମେରିକା ଟିଭି ଚ୍ୟାନେଲଗୁଡ଼ିକ ଅଧାରୁ ବନ୍ଦ କଲେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଲାଇଭ ଭାଷଣ । ବର୍ତ୍ତମାନ ପର୍ୟ୍ୟନ୍ତ ହୋଇଥିବା ଗଣତିକୁ ନେଇ ଜୋ ବାଇଡେନ୍ ଢ଼େର ଆଗରେ ଥିବାରୁ ଟ୍ରମ୍ପ ପୁଣି ଥରେ ଗଣତି କରିବାକୁ ଦାବି କରିଥିଲେ। ଏହା ସହ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ତେବେ କୌଣସି ପ୍ରମାଣ ନଥାଇ ଟ୍ରମ୍ପ ବାରମ୍ବାର ଏଭଳି ଅଭିଯୋଗ କରୁଥିବାରୁ ଆମେରିକାର ଟିଭି ଚ୍ୟାନେଲଗୁଡ଼ିକ ତାଙ୍କ ଲାଇଭ ଭାଷଣକୁ ଅଧାରୁ ବନ୍ଦ କରି ଦେଇଥିବା ଜଣା ପଡ଼ିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0