ମୁଁ ନିଶାଦ୍ରବ୍ୟ ଖାଏ ନାହିଁ ଏଭଳି କିଛି ନିଜ ବିବୃତିରେ କହିଛନ୍ତି ଚଳଚିତ୍ର ନିର୍ମାତା କରଣ ଜୋହର । ସେ କୈାଣସି ବି ନିଶା ଦ୍ରବ୍ୟ ଖାଆନ୍ତି ନାହିଁ । ଏହାର ବ୍ୟବହାରକୁ ମଧ୍ୟ କୈାଣସି ଉତ୍ସାହ କି ପ୍ରସାର ମଧ୍ୟ କରନ୍ତି ନାହିଁ । ସୁଶାନ୍ତ ସିଂ ରାଜପୁତ ମାମଲାରେ ନିଶାଦ୍ରବ୍ୟ ସମୃକ୍ତି ଘଟଣାରେ ଏନସିବି ଯେଉଁ ବ୍ୟକ୍ତି ଦ୍ୱୟଙ୍କୁ ପଚାରଉଚାର କରିଥିଲା । ସେମାନେ ତାଙ୍କର ଘନିଷ୍ଠ ସହଯୋଗୀ ବୋଲି ଖବର ପ୍ରସାରିତ ଖବରକୁ ମଧ୍ୟ ସେ ଆଗ୍ରହ୍ୟ କରିଛନ୍ତି । ଗତବର୍ଷ ଜୁଲାଇରେ ଜୋହରଙ୍କ ବାସ ଭବନରେ ଡ୍ରଗ୍ସ ପାଟି ଆୟୋଜନ ହୋଇଥିଲା ବୋଲି ମଂଜଦିର ସିଂହ ସିର୍ସା ପୁର୍ନବାର ଦାବି କରିବାରୁ ବଲିଉଡୁର ଡ୍ରଗ ଲିଙ୍କରେ ଜୋହରଙ୍କ ନାମ ଉଠିଛି । କିନ୍ତୁ ସେ ଏହାକୁ ସମ୍ଫୁର୍ଣ୍ଣ ମିଥ୍ୟା ଓ ଭିତ୍ତି ହୀନ ବୋଲି କହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0