spot_img

ନିଶାସକ୍ତ ଅବସ୍ଥାରେ ଉନ୍ମତ୍ତ କାଣ୍ଡ ଘଟାଇଲେ ଶିକ୍ଷକ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଳା ମହାକାଳପଡ଼ା ବ୍ଲକରେ ଘଟିଛି ଏକ ଅଭାବନୀୟ ଘଟଣା । ମହାକାଳପଡ଼ା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ନିଶାସକ୍ତ ଅବସ୍ଥାରେ ଜଣେ ଶିକ୍ଷକ ଉନ୍ମତ୍ତ କାଣ୍ଡ ଘଟାଇ ନିଲମ୍ବିତ ହୋଇଛନ୍ତି । ସୂଚନା ଅନୁସାରେ, ସ୍ଥାନୀୟ କୁମାରପଡ଼ା ପ୍ରାଥମିକ ବିଦ୍ୟାଳୟର ସରକାରୀ ଶିକ୍ଷକ ଅପୂର୍ବ ରାଉତ ଅତ୍ୟଧିକ ମଦ୍ୟପାନ କରି ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଅନ୍ୟପଟେ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଫିଙ୍ଗିବା ସହ କମ୍ପୁଟର ଗୁଡ଼ିକ ଭଙ୍ଗାରୁଜା କରିଥିଲେ । ଏହିଘଟଣା ପରେ ମଦ୍ୟପ ଶିକ୍ଷକଙ୍କୁ ମହାକାଳପଡ଼ା ବିଇଓ ନିଲମ୍ବିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular