କରୋନା ଭୁତାଣୁ ମହାମାରୀ ସାରା ଦେଶରେ ଜୀବିକା ଛଡାଇ ନେବା ସହ ମେରୁଦଣ୍ତ ଭାଙ୍ଗି ସାରିଲାଣି । ବିଭିନ୍ନ ପ୍ରକାର ସେଚ୍ଚ୍ୱାସେବୀ ଆଗକୁ ଆସିଛନ୍ତି ସାହାର୍ଯ୍ୟ କରିବା ପାଇଁ କିନ୍ତୁ ଏଭଳି ଜଣେ ବ୍ୟକ୍ତି ଯିଏ ଅନ୍ୟ ର ଦୁଖ ବୁଝିବାକୁ ସବୁବେଳେ ତତ୍ପର ଥାଆନ୍ତି । ସେଭଳି ଜଣେ ବ୍ୟକ୍ତି ହେଉଛନ୍ତି ସୋନୁ ସୁଦ । ଏହି ସମୟରେ ସମସ୍ତଙ୍କୁ ଯଥା ସମ୍ଭବ ସାହାର୍ଯ୍ୟ କରିବା ସହ ପ୍ରବାସୀ ମାନଙ୍କୁ ଯଥା ସମ୍ଭବ ସାହାର୍ଯ୍ୟ କରି ଘରକୁ ପଠାଇଛନ୍ତି । ନିକଟରେ ୨୦ହଜାର ଲୋକଙ୍କୁ ଘର ଯୋଗାଇବା ପାଇଁ ସେ ପ୍ରତିଶୃତି ମଧ୍ୟ ଦେଇଛନ୍ତି । ତେବେ ବର୍ତ୍ତମାନ ସମୟରେ କିଛି ପିଲାଙ୍କୁ ଅନଲାଇନ କ୍ଲାସ ପାଇଁ ସ୍ମାଟ ଫୋନ ବାଣ୍ଟିବା ପ୍ରସଙ୍ଗକୁ ନେଇ ଚର୍ଚ୍ଚା ରେ ଅଛନ୍ତି ସୋନୁ ସୁଦ୍ । ଏହି ବାବଦରେ ଜଣେ ସୋନୁ ସୁଦ୍ ଙ୍କୁ ଟ୍ୱିଟ କରିବା ପରେ ଯାହାପରେ ସୋନୁ ସୁଦ ଏଭଳି ପଦକ୍ଷେପ ନେଇଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0