ନବରଙ୍ଗପୁର: ନବରଙ୍ଗପୁର ଝରିଗାଁ ଠାରେ କିସ ଛାତ୍ର ଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ଓ ପୋଷାକ ବଣ୍ଟାଯାଇଛି । କରୋନା ମହାମାରୀ ପାଇଁ କିସ ଛାତ୍ରଛାତ୍ରୀ ଯେପରି ଉତ୍ତମ ଖାଦ୍ୟ ଖାଇ ପାରିବେ ଓ ପାଠ ପଢାରେ କୌଣସି ସମସ୍ୟା ନ ହେବ ସେଥିପାଇଁ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକରେ କିସ ଛାତ୍ରଛାତ୍ରୀମାନଙ୍କୁ ଶଖିଲା ଖାଦ୍ୟ ଓ ପୋଷାକ ବଣ୍ଟାଯାଇଛି । ଏପରି ପଦକ୍ଷେପକୁ କିସର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପ୍ରତିଷ୍ଠାତା ଡ଼କ୍ଟର ଅଚୁ୍ୟତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0