spot_img

କରୀନା ଏବଂ ତୈମୁରଙ୍କ ଫୋଟ ସେୟାର କଲେ ରଣଧିର

ମୁମ୍ବାଇ: ବଲିଉଡ଼ ଜଗତର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ କରୀନା କପୁରଙ୍କ ନାମ ଶୀର୍ଷରେ ରହିିଛି । କରୀନା କପୁରଙ୍କ ପିତା ରଣଧିର କପୁର ଝିଅ କରୀନା, ନାତି ତୈମୁର ଏବଂ ଭାଇ ରୁଷି କପୁରଙ୍କ ଫୋଟ ଇନଷ୍ଟାରେ ସେୟାର କରି ଏବେ ଚର୍ଚ୍ଚାରେ ଆସିଛନ୍ତି । ୨୯ ଅଗଷ୍ଟରେ ପ୍ରଥମଥର ପାଇଁ ରଣଧିର ଗଣେଷ ଚତୁର୍ଥୀର ଫୋଟ ଇନଷ୍ଟାରେ ସେୟାର କରିଥିଲେ । ଯାହାର ପ୍ରତିକ୍ରିୟା ରଖି ଆଦର ଜୈନ ଇନଷ୍ଟାରେ ଆପଣଙ୍କୁ ସ୍ୱାଗତ ବୋଲି କହିଥିଲେ ।କିଛି ଦିନ ପୂର୍ବରୁ କରୀନା ପୁଣି ଥରେ ମା’ ହେବାକୁ ଯାଉଛନ୍ତି ବୋଲି ଗଣମାଧ୍ୟମକୁ ଜଣାଇଥିଲେ । ଆଗାମୀ ଫିଲ୍ମ ‘ଲାଲ ସିଂ ଚଡ୍ଡା’ରେ କରୀନା ଅମୀର ଖାନଙ୍କ ସହ ମୁଖ୍ୟ ଭୂମିକାରେ ଦେଖିବା ପାଇଁ ମିଳିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular