ଭୁବନେଶ୍ୱର: ରାଜଧାନୀରେ ନକଲି ଜର୍ଦା କାରଖାନାରେ ଚଢାଉ । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା, ଜଟଣୀ ଆଦି ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ନକଲି ଜର୍ଦା ସହ ଗୁଟଖା ତିଆରି କରିଛି ଜଟଣୀ ପୋଲିସ । ତେବେ ଚଢାଉ ବେଳେ ଜଟଣୀ ଅଞ୍ଚଳର ପବିତ୍ର ପ୍ରସାଦ ଓ ବାଲିପାଟଣା ଥାନା ଭିକାରୀସାହିରୁ ଲକ୍ଷ୍ମୀଧର ସାହକୁଙ୍କୁ ଗିରଫ କରିଛି ପୋଲିସ ।